Avada Accountant Logo Retina

ୱାସ୍ ଏବଂ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଦିଗରେ ଯୁବକ ଯୁବତୀମାନଙ୍କୁ ପ୍ରେରିତ କରିବା।

ୱାସ୍ ଏବଂ ଜଳବାୟୁ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଯୁବକ ଯୁବତୀମାନଙ୍କ ମଧ୍ୟରେ ଆଗ୍ରହ ଓ ଆକାଂକ୍ଷା ଉତ୍ପନ୍ନ କରି ସେମାନଙ୍କୁ ସଶକ୍ତ କରିବା ପାଇଁ ୟୁଥ୍ ଫର୍ ୱାଟର୍ କାର୍ଯ୍ୟ କରୁଛି।

ଏହି ଅଭିଯାନରେ ଯୋଡ଼ି ହୁଅନ୍ତୁ

Driving Young People towards WASH & Climate Action.

Youth4Water is mobilising the energy and passion of young people to empower them to act for WASH and the Climate.

Join The Campaign
Youth4Water – Odia2022-01-17T08:49:55+00:00

ଓଡ଼ିଶାରେ ୱାସ୍ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା

୨୦୧୯ ମସିହାରେ, ୟୁଥ୍ ଫର୍ ୱାଟର୍ ଅଭିଯାନ ଆରମ୍ଭ କରାଯାଇଥିଲା ଏହାର ଲକ୍ଷ୍ୟ ଥିଲା ୱାସ୍ (ଜଳ, ପରିମଳ ଏବଂ ପରିଚ୍ଛନ୍ନତା) ଏବଂ ଜଳବାୟୁ ସମ୍ପର୍କିତ କାର୍ଯ୍ୟକଳାପରେ ଯୁବକ ଯୁବତୀମାନଙ୍କୁ ଜଡ଼ିତ କରିବା ଏବଂ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା।

ଏହାର ଇଣ୍ଟରଆକ୍ଟିଭ୍ ୱାସ୍ ଅଭିଭାବକ ତାଲିମ୍, ଶିଳ୍ପୋଦ୍ୟୋଗୀଙ୍କୁ ସହଯୋଗ, ଅଭିନବତାର ଆହ୍ୱାନ ଏବଂ ଯୁବକ ଯୁବତୀଙ୍କ ଦ୍ୱାରା ପରିକଳ୍ପିତ ସଚେତନତା ପ୍ରୟାସ ମାଧ୍ୟମରେ ଏହି ଅଭିନବ ଅଭିଯାନ ପ୍ରତ୍ୟେକ ଯୁବକ ଯୁବତୀଙ୍କୁ ଜଣେ ୱାସ୍ ଚେନମେକର୍ ବା ପରିବର୍ତ୍ତନର କାରକରେ ରୂପାନ୍ତରିତ କରିବ!

ଏହି ଅଭିଯାନରେ ଯୋଡ଼ି ହୁଅନ୍ତୁ
ଏହି ଅଭିଯାନ ବିଷୟରେ
ଯୋଗାଯୋଗ କରନ୍ତୁ

ୱାସ୍ ଚାମ୍ପିୟନ୍ ହେବା ପାଇଁ ଯୁବକ ଯୁବତୀଙ୍କୁ ସହଯୋଗ ପ୍ରଦାନ କରିବା।

ଯୁବକ ଯୁବତୀଙ୍କୁ ନିଯୁକ୍ତ କରିବା

ଏହି ୟୁଥ୍ ଫର୍ ୱାଟର୍ କ୍ୟାମ୍ପେନ୍‌ ୱାସ୍ ଏବଂ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ କାର୍ଯ୍ୟକଳାପରେ ଯୁବକ ଯୁବତୀଙ୍କୁ ଜଡ଼ିତ କରିବା ସହିତ ଆରମ୍ଭ ହୋଇଛି।

ଯୁବକ ଯୁବତୀଙ୍କୁ ଶିକ୍ଷିତ କରିବା

ଯୁବକ ଯୁବତୀମାନଙ୍କୁ ପରିବର୍ତ୍ତନର ସୂତ୍ରଧର ହେବା ପାଇଁ ସେମାନଙ୍କ ଯାତ୍ରା ନିମନ୍ତେ ତାଲିମ୍, ମାର୍ଗଦର୍ଶନ ଏବଂ ସମ୍ବଳ ପ୍ରଦାନ କରାଯାଇଥାଏ।

ଯୁବ ସଶକ୍ତିକରଣ

ଯୁବକମାନେ ‘ୱାସ୍ ଚାମ୍ପିୟାନ୍’, ସଚେତନତା ସୃଷ୍ଟିକାରୀ ପରିବର୍ତ୍ତନର ସୂତ୍ରଧର ବା ଚେଞ୍ଜମେକର୍ ହୋଇଥାନ୍ତି, ଯେଉଁମାନେ କି ଓଡ଼ିଶାର ୱାସ୍ ପରିସଂସ୍ଥାନକୁ ପ୍ରଭାବିତ କରିଥାନ୍ତି।

ୟୁଥ୍ ଫର୍ ୱାଟର୍ ବ୍ଲଗ୍

ୟୁଥ୍ ଫର୍ ୱାଟର୍ ସହବନ୍ଧନ

ୟୁଥ୍ ଫର୍ ୱାଟର୍ ଅଭିଯାନ ଭାରତର ବିଭିନ୍ନ କ୍ଷେତ୍ରର ସହଭାଗୀମାନଙ୍କ ସହିତ ସହବନ୍ଧନକ୍ରମେ ପରିଚାଳିତ ହେଉଛି।

FORCE Logo

ୱାସ୍ ଚାମ୍ପିଅନ ହୁଅନ୍ତୁ!

ୟୁଥ୍ ଫର୍ ୱାଟର୍ ଅଭିଯାନରେ ଯୋଡ଼ି ହେବା ଏବଂ ୱାସ୍ ଓ ଜଳବାୟୁ ସୁରକ୍ଷା ଦିଗରେ ମିଳିତ ଭାବେ କାମ କରିବା!

ଏହି ଅଭିଯାନରେ ଯୋଡ଼ି ହୁଅନ୍ତୁ
ଯୋଗାଯୋଗ କରନ୍ତୁ